ଲୋକନାଥ Lokanātha

  • ସଂ. ବି [ 6 ଷ୍ଠୀ ତତ୍; ଲୋକ+ନାଥ] — ଜଗତ୍ପତି; ପରମେଶ୍ୱର — God
  • ସଂ. ବି [ 6 ଷ୍ଠୀ ତତ୍; ଲୋକ+ନାଥ] — ଶିବ; ମହାଦେବ — Ṡiba
  • ସଂ. ବି [ 6 ଷ୍ଠୀ ତତ୍; ଲୋକ+ନାଥ] — ବ୍ରହ୍ମା — Brahmā
  • ସଂ. ବି [ 6 ଷ୍ଠୀ ତତ୍; ଲୋକ+ନାଥ] — ବିଷ୍ଣୁଙ୍କର ନାମ — A name of Bishṇu
  • ସଂ. ବି [ 6 ଷ୍ଠୀ ତତ୍; ଲୋକ+ନାଥ] — (ଯଥା— ଲୋକବନ୍ଧୁର୍ଲୋକନାଥଃ ମାଧବୋ ଭକ୍ତବତ୍ସଳଃ—ସହସ୍ରନାମ)
  • ସଂ. ବି [ 6 ଷ୍ଠୀ ତତ୍; ଲୋକ+ନାଥ] — ବୁଦ୍ଧ ଦେବ — The Buddha
  • ସଂ. ବି [ 6 ଷ୍ଠୀ ତତ୍; ଲୋକ+ନାଥ] — ନର— ନାଥ; ରାଜା — A king
  • ଦେ. ବି. ପୁଂ. — ମନୁଷ୍ୟଙ୍କର ନାମ — A name given to males
  • ଦେ. ବି. ପୁଂ. — ପୁରୀକ୍ଷେତ୍ରର ସୀମାମଧ୍ୟସ୍ଥ ଶିବଲିଙ୍ଗଙ୍କନାମ — Name of an idol of Ṡiba in the town of Purī
  • ଦେ. ବି. ପୁଂ. — [ଦ୍ର—ଏ ବିଗ୍ରହ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରଠାରୁ 1 ମାଇଲ୍ ଦୂରରେ ଅବସ୍ଥିତ। ଏ ଅନାଦି ଶିବଲିଙ୍ଗ। ବୈଶାଖମାସ ସରନ୍ତି ସୋମବାର ଓ ଶିବରାତ୍ରି ଦିନ ଏଠାରେ ବଡ଼ ମେଳା ହୁଏ।] — [ଦ୍ର—ଏ ବିଗ୍ରହ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରଠାରୁ1ମାଇଲ୍ ଦୂରରେ ଅବସ୍ଥିତ ଏ ଅନାଦି ଶିବଲିଙ୍ଗ ବୈଶାଖମାସ ସରନ୍ତି ସୋମବାର ଓ ଶିବରାତ୍ରି ଦିନ ଏଠାରେ ବଡ଼ ମେଳା ହୁଏ]