ଲୋକନୀୟ Lokanīya

  • ସଂ. ବିଣ (ଲୋକ୍ ଧାତୁ+କର୍ମ. ଅନୀୟ) — ଦର୍ଶନୀୟ; ଦର୍ଶନଯୋଗ୍ୟ — Fit to be seen; visible
  • ସଂ. ବିଣ (ଲୋକ୍ ଧାତୁ+କର୍ମ. ଅନୀୟ) — ମନୋଜ୍ଞ; ସୁନ୍ଦର — Agreeable to the sight; beautiful