ଲୋକତଃ Lokataḥ

  • ସଂ. କ୍ରି. ବିଣ (ଲୋକ+ତସ୍) — ସାଧାରଣତଃ — Popularly
  • ସଂ. କ୍ରି. ବିଣ (ଲୋକ+ତସ୍) — ମନୁଷ୍ୟ ସମାଜର ବିଚାର ବା ବ୍ଯବହାର ଅନୁସାରେ — According to common usage