ଲୋକ ହସାଇବା Loka hasāibā

  • ଦେ. କ୍ରି — ଆପେ ଲୋକମାନଙ୍କ ଉପହାସାସ୍ପଦ ହେବାଭଳି କାର୍ଯ୍ୟ କରିବା — To do something by which one will become scandalised
  • ଦେ. କ୍ରି — ଲୋକହସା କରାଇବା — Lokahasā karāibā (See)