ଲୋକ ସିଦ୍ଧ Loka siddha

  • ସଂ. ବି ( 7 ମୀ ତତ୍) — ସଂସାରରେ ପ୍ରଚଳିତ — Current among the people; usual (Apte)
  • ସଂ. ବି ( 7 ମୀ ତତ୍) — ବ୍ଯବହାର ସିଦ୍ଧ — Customary (Apte)
  • ସଂ. ବି ( 7 ମୀ ତତ୍) — ସାଧାରଣତଃ ସ୍ୱୀକୃତ ବା ଗୃହୀତ — Generally received or accepted (Apte)