ଲୋକ ଲଜ୍ଜା Loka lajjā

  • ସଂ.ବି — (ମ. ପ. ଲୋ; ଲୋକାପବାଦଜନିତ ଲଜ୍ଜା) ଲୋକାପବାଦ — Calumny
  • ସଂ.ବି — (ମ. ପ. ଲୋ; ଲୋକାପବାଦଜନିତ ଲଜ୍ଜା) ଲୋକାପବାଦ ପ୍ରତି ମନରେ ଡର — Fear of scandal