ଲୋକ ଯାତ୍ରା Loka j̄ātrā

  • ସଂ. ବି — ( 7 ମୀ ତତ୍) ଜୀବନ ଯାତ୍ରା; ସଂସାର ଯାତ୍ରା — (7ମୀ ତତ୍) ଜୀବନ ଯାତ୍ରା; ସଂସାର ଯାତ୍ରା— . Livelihood
  • ସଂ. ବି — ସଂସାରରେ ଚଳିବା — Living; course of life; to live, move and have one's being
  • ସଂ. ବି — ( 6 ଷ୍ଠୀ ତତ୍) ଶୋଭାଯାତ୍ରା; କୌଣସି ଉତ୍ସବାଦି ଉପଲକ୍ଷେ ବହୁଲୋକଙ୍କ ଏକତ୍ର ଗମନ — (6ଷ୍ଠୀ ତତ୍) ଶୋଭାଯାତ୍ରା; କୌଣସି ଉତ୍ସବାଦି ଉପଲକ୍ଷେ ବହୁଲୋକଙ୍କ ଏକତ୍ର ଗମନ—A public procession