ଲୋକ ମଣ୍ଡଳ Loak maṇḍaḻa

  • ସଂ. ବି ( 6 ଷ୍ଠୀ ତତ୍) — ସଂସାରମଣ୍ଡଳ; ସମଗ୍ର ପୃଥିବୀ — The whole world
  • ସଂ. ବି ( 6 ଷ୍ଠୀ ତତ୍) — ଜନସମାଜ — The human society; the mankind
  • ସଂ. ବି ( 6 ଷ୍ଠୀ ତତ୍) — ଲୋକସମୂହ; ଜନତା — A gathering of people