ଲୋକ ପାଳ Loka pāḻā

  • ସଂ. ବି (ଲୋକ+ପାଳି ଧାତୁ+କର୍ତ୍ତୃ. ଅ) — ରାଜା — A king
  • ସଂ. ବି (ଲୋକ+ପାଳି ଧାତୁ+କର୍ତ୍ତୃ. ଅ) — ବିଶ୍ୱପାଳ; ପୃଥିବୀର ଆଠ ଦିଗରେ ପୃଥିବୀକୁ ଜଗିଥିବା ଆଠଜଣ ଦେବତା — Eight Deities considered as the regents of the eight quarters of the earth
  • ସଂ. ବି (ଲୋକ+ପାଳି ଧାତୁ+କର୍ତ୍ତୃ. ଅ) — [ଯଥା—ଇନ୍ଦ୍ର, ପୂର୍ବଦିଗର, ଅଗ୍ନି, ଦକ୍ଷିଣ ପୂର୍ବକୋଣର, ଯମ, ଦକ୍ଷିଣଦିଗର, ବରୁଣ, ପଶ୍ଚିମଦିଗର, ସୂର୍ଯ୍ୟ ନୈର୍ଋତ ବା ଦକ୍ଷିଣ ପଶ୍ଚିମ କୋଣର, ବାୟୁ, ଉତ୍ତର ପଶ୍ଚିମ କୋଣର, କୁବେର, ଉତ୍ତରଦିଗର, ଶିବ ବା ସୋମ, ଈଶାନ ବା ଉତ୍ତର ପୂର୍ବର ଦିକ୍ପାଳ ଅଟନ୍ତି।]
  • ସଂ. ବି (ଲୋକ+ପାଳି ଧାତୁ+କର୍ତ୍ତୃ. ଅ) — ଅବଲୋକିତେଶ୍ୱର ବୋଧିସତ୍ୱଙ୍କ ଏକ ନାମ (ହି. ଶ.) — A name of Abalokiteṡwara Buddha