ଲୋକ ନିନ୍ଦା Loka nindā

  • ସଂ. ବି (ମ. ପ. ଲୋ; ଲୋକସମାଜରେ ପ୍ରଚାରିତ ନିନ୍ଦା) — ଲୋକସମାଜରେ ମନୁଷ୍ୟ ନାମରେ ରଟିବା କଳଙ୍କ ବା ଅପବାଦ — Public scandal; public censure; calumny