ଲୋକ ପାଳନ Loka pāḻana

  • ସଂ. ବି ( 6 ଷ୍ଠୀ ତତ୍) — ଜଗତ୍ ପ୍ରତିପାଳନ — Maintaining the created beings
  • ସଂ. ବି ( 6 ଷ୍ଠୀ ତତ୍) — ରାଜାଙ୍କଦ୍ୱାରା ପ୍ରଜାପାଳନ; ରାଜ୍ୟର ସୁଶାସନ — The good governance of people by a king
  • ସଂ. ବି ( 6 ଷ୍ଠୀ ତତ୍) — ବ୍ରହ୍ମା — Brahmā
  • ସଂ. ବି ( 6 ଷ୍ଠୀ ତତ୍) — ବିଷ୍ଣୁ — Bishṇu
  • ସଂ. ବି ( 6 ଷ୍ଠୀ ତତ୍) — ରାଜା — A king