ଲୋକ ଦୃଷ୍ଟି Loka dṛushṭi

  • ସଂ. ବି ( 6 ଷ୍ଠୀ ତତ୍) — ଲୋକ ଚକ୍ଷୁଃ (ଦେଖ) — Loka chakshuḥ (See)
  • ସଂ. ବି ( 6 ଷ୍ଠୀ ତତ୍) — ସାଧା— ରଣଙ୍କଦ୍ୱାରା କୌଣସି ବସ୍ତୁ ଦୃଷ୍ଟ ହେବା — Public view
  • ସଂ. ବି ( 6 ଷ୍ଠୀ ତତ୍) — ଜନସାଧାରଣଙ୍କ ବିଚାର — Public estimation