ଲୋକ ଗଣନା Loka gaṇanā

  • ସଂ. ବି ( 6 ଷ୍ଠୀ ତତ୍) — ଲୋକ ସୁମାରି; ଲୋକ ସଂଖ୍ୟା ସ୍ଥିର କରିବା; କେତେ ମନୁଷ୍ୟ ଅଛନ୍ତି ତାହା ଗଣତି କରିବା — Census.(3ୟା ତତ୍)—ସାଧାରଣ ଲୋକଙ୍କ ଅଭିମତ—Popular estimation