ଲୋକ କଣ୍ଟକ Loka kaṇtaka

  • ସଂ. ବି ( 6 ଷ୍ଠୀ ତତ୍) — ସମାଜର ହାନିକାରକ ବ୍ଯକ୍ତି — A troublesome or wicked person; the curse of mankind (Apte)
  • ସଂ. ବି ( 6 ଷ୍ଠୀ ତତ୍) — ରାବଣ — An epithet of Rābaṇa (Apte)
  • ସଂ. ବିଣ — ସମାଜର ହାନିକାରକ — Injurious to the society