ଲୋକ ଆଚାର Loka-āchāra

  • ଦେ. ବି (ସଂ. ଲୋକାଚାର) — ଲୋକାଚାର (ଦେଖ) — Lokāchāra (See)
  • ଦେ. ବି (ସଂ. ଲୋକାଚାର) — (ଉ—ବାହୁଡ଼ି ମାତଳି ଯାଇ, ରଥୁଘେନି ଆଜ୍ଞାପାଇ, ବିଭୀଷଣ ଶୋକ ବହି, ଲୋକ ଆଚାରେ—ଭଞ୍ଜ, ବୈଦେହୀଶବିଳାସ।)