ଲୋ କାଷ୍ଟ୍ Lo kāshṭ

  • ବୈଦେ. ବି (ଇଂ.) — ହିନ୍ଦୁ ସମାଜର ଅନ୍ତ୍ୟଜ ଶ୍ରେଣୀ; ଛୋଟ ଜାତି; ହିନ୍ଦୁମାନଙ୍କ ମଧ୍ୟରେ ନୀଚ ଶ୍ରେଣୀ ବା ନୀଚ ଜାତି; ଅସ୍ପୃଶ୍ୟ ଜାତିମାନ (ଯଥା—ବାଉରୀ, କଣ୍ଡରା, ଘାସୀ, ଡମ, ପାଣ, ହାଡ଼ି ଇତ୍ୟାଦି) — The depressed classes and the untouchable castes; the low castes amongst the Hindus