ଲେଡ଼୍ Leḍ

  • ବୈଦେ. ବି. (ଇଂ.) — ସୀସା ଧାତୁ — Lead (metal.)
  • ବୈଦେ. ବି. (ଇଂ.) — (ଛାପାଖାନା) ପ୍ରାୟ ଦୁଇ ଅଙ୍ଗୁଳ ଚଉଡ଼ା ସୀସାର ପତର) ଯାହା ଛାପା ଅକ୍ଷରର ଟାଇପ୍ମାନଙ୍କ ପଂକ୍ତି ମଝିରେ ଖଞ୍ଜାଯାଏ — (Printing) The plate of lead separating the lines of type