ଲେହୁଣିଆ Lehuṇiā
- ପ୍ରାଦେ (ଗଞ୍ଜାମ) ବି — ମୁଣ୍ଡକୁ ଭୂମିରେ ରଖି ମାକଡ଼ଚିତି ମାରିବା — Somersault
- ପ୍ରାଦେ (ଗଞ୍ଜାମ) ବି — (ଲକ୍ଷଣାର୍ଥ) କୌଣସି ବିସ୍ମୟକର କାର୍ଯ୍ୟ ଦେଖାଇବା — Exhibition of a wonderful feat
- ପ୍ରାଦେ (ଗଞ୍ଜାମ) ବି — [ଉ—ଜଷ୍ଟିସ୍ଦଳର ଉତ୍ପତ୍ତି ଆରମ୍ଭରୁ ସେମାନେ ଯେଉଁ ଦେଶଦ୍ରୋହ କାର୍ଯ୍ୟ କରି ଆସୁଅଛନ୍ତି, ସବୁଠାରୁ ଏଥର ଲେହୁଣିଆଟା ବଳିପଡ଼ିଛି। ଦୈନିକଆଶା (2/3/19 29) ] — [ଉ—ଜଷ୍ଟିସ୍ଦଳର ଉତ୍ପତ୍ତି ଆରମ୍ଭରୁ ସେମାନେ ଯେଉଁ ଦେଶଦ୍ରୋହ କାର୍ଯ୍ୟ କରି ଆସୁଅଛନ୍ତି, ସବୁଠାରୁ ଏଥର ଲେହୁଣିଆଟା ବଳିପଡ଼ିଛି ଦୈନିକଆଶା(2/3/19 29)]