ଲେସେଡ଼ିବା Leseṟḍibā

  • ଦେ. କ୍ରି — ପାଟିକୁ ଓ ଦାନ୍ତକୁ ଲେଫଡ଼ିବା — To spread out one's mouth; to grin
  • ଦେ. କ୍ରି — ଦୈନ୍ୟ ପ୍ରକାଶପୂର୍ବକ ପୁନଃ ପୁନଃ ପ୍ରାର୍ଥନା କରିବା — To importune
  • ଦେ. କ୍ରି — ଲୋସଡ଼ିବା (ଦେଖ) — Losaṟḍ̠ibā (See)
  • ଦେ. କ୍ରି — କୌଣସି କାର୍ଯ୍ୟ ଶକ୍ତିର ଅତୀତ ହେଲେ ସୁଦ୍ଧା ସେହି କାର୍ଯ୍ୟରେ ସାଧ୍ୟମତ ଲାଗି ରହିବା — To persist in a work
  • ଦେ. କ୍ରି — [ଉ— ଦାନବେ ଦେବତାଙ୍କ ପ୍ରଭାବ ନ ସହି। ଲେସଡ଼ି ଯୁଦ୍ଧ କଲେ ମୃତ୍ୟୁ ଇଚ୍ଛା ବହି।]