ଲେସି ହେବା Lesi hebā

  • ଦେ. କ୍ରି — ଘନ ଭାବରେ ଆବରଣ କରିବା — To cover with a thick layer
  • ଦେ. କ୍ରି — (ଯଥା—ତା ଦିହଯାକ ବସନ୍ତ ଲେସି ହୋଇ ଯାଇଅଛି। ତା ମୁହଁରେ ସିନ୍ଦୂର କଜ୍ଜ୍ୱଳ ଲେସି ହୋଇ ଯାଇଅଛି। ହସ୍ତାକ୍ଷର ବହିରେ କାଳି ଲାଗି ଅକ୍ଷରଗୁଡ଼ାକ ଲେସି ହୋଇ ଯାଇଅଛି। ଆକାଶରେ ତାରାଗୁଡ଼ାକ ଲେସି ହୋଇ ଅଛନ୍ତି।)
  • ଦେ. କ୍ରି — କୌଣସି ବସ୍ତୁ ଉପରେ ଘନଭାବରେ ସନ୍ନିବିଷ୍ଟ ହେବା — To be crusted in a thick layer over a thing