ଲେଶ ମାତ୍ର Leṡa mātra
- ସଂ. ବି — କିଞ୍ଚିନ୍ମାତ୍ର — A minute particle; a trace; a bit
- ବିଣ — କିଞ୍ଚିନ୍ମାତ୍ର; ଟିକିଏମାତ୍ର — A very little of; a particle; a trace of; a bit of
- ବିଣ — (ଉ—ଲେଶମାତ୍ର ଦୋଷ ତବ ନାହିଁ ଏଥି ବୀର !—ନନ୍ଦକିଶୋର, ସୀତାବନବାସ
- କ୍ରି. ବିଣ — ସାମାନ୍ୟରେ — Slightly