ଲେଲିହ୍ୟମାନ Lelihyamāna

  • ସଂ. ବିଣ. ପୁଂ. (ଲେଲିହ୍ ଧାତୁ+କର୍ମ. ଆନ) — ଯାହାକୁ ପୁନଃ ପୁନଃ ଚଟା ଯାଉଥାଏ — Repeatedly being licked