ଲେମ୍ବୁ ଲୁଣ Lembu ḻuṇa

  • ଦେ. ବି.—(ସହଚର) — ଲେମ୍ବୁ ଓ ଲୁଣ — Lemon and salt
  • ଦେ. ବି.—(ସହଚର) — (ଅବଜ୍ଞାସୂଚକ; ଲକ୍ଷଣାର୍ଥ; ଗାଳିରେ ବ୍ଯବହୃତ ନିରର୍ଥକ ଶବ୍ଦ) ଫଳତଃ କିଛି ନାହିଁ — (An abusive or disdainful expression) Trash; next to nothing etc
  • ଦେ. ବି.—(ସହଚର) — [ଯଥା—ଏତେବେଳକୁ ଆସିଲୁ ଯେ, ସମସ୍ତେ ଖାଇ ପିଇ ସାରିଲେଣି, ତୁ ଲେମ୍ବୁ ଲୁଣ ଖାଇବୁ।]