ଲେମ୍ବାଳ Lembāḻa
- ଦେ. ବି. ନାମ (ଇଂ. ଲମ୍ବାଲ୍ଲୀସ= Inland carriers; ଯେଉଁମାନେ ସମୁଦ୍ରରୁ ପଣ୍ୟଦ୍ରବ୍ୟ ଦେଶ ମଧ୍ୟକୁ ବହି ନିଅନ୍ତି। ପୂର୍ବେ ଏହା ସାମୁଦ୍ରିକ ବାଣିଜ୍ୟର କେନ୍ଦ୍ର — (maritime area)ଥିବା ଅନୁମିତ ହୁଏ—ଲକ୍ଷ୍ମୀନାରାୟଣ ସାହୁଙ୍କ ପଠିତ ଇଂରାଜୀ ଗ୍ରନ୍ଥ]
- ଦେ. ବି. ନାମ (ଇଂ. ଲମ୍ବାଲ୍ଲୀସ= Inland carriers; କଟକ ଜିଲ୍ଲାର ସାଲେପୁର ଥାନା ଅନ୍ତର୍ଗତ ଲୁଣୀ ନଦୀ ନିକଟସ୍ଥ ଗୋଟିଏ ପ୍ରସିଦ୍ଧ ଗ୍ରାମ
- ଦେ. ବି. ନାମ (ଇଂ. ଲମ୍ବାଲ୍ଲୀସ= Inland carriers; [ଦ୍ର— ଏଠାରେ କରଣ ବୈଷ୍ଣବଙ୍କର ଗୋଟିଏ ଗାଦି ଅଛି। ଏହି ଗାଦି ଉତ୍କଳର ପାଞ୍ଚଟି ପ୍ରସିଦ୍ଧ ଭକ୍ତ (ଚୈତନ୍ୟ ଦେବଙ୍କ ପଞ୍ଚସଖା) ଙ୍କ ମଧ୍ୟରୁ ଏକତମ ଅଚ୍ୟୁତାନନ୍ଦ ଦାସଙ୍କର। ଏ ଅନେକଗୁଡ଼ିଏ ବୈଷ୍ଣବ ଧର୍ମପୁସ୍ତକ ଓ ମାଳିକା ରଚନା କରିଥିଲେ। ଏ ମଠର ମହନ୍ତମାନେ ଓଡ଼ିଶାର ଗୋପାଳମାନଙ୍କର ଧର୍ମଗୁରୁ।] — Name of a village in the Cuttack district in which is situated the seat of the religious head of the cowherds of Orissa