ଲେମାଳ ବଟ Lemāḻa baṭa
- ଦେ.ବି. — ଲେମ୍ବାଳ ଗ୍ରାମରେ ଥିବା ଅଚ୍ୟୁତାନନ୍ଦ ଦାସଙ୍କ ମଠ ସଂଲଗ୍ନ ବଡ଼ ବରଗଛ
- ଦେ.ବି. — [ଦ୍ର—ଏହା ମୂଳରେ ଜ୍ୟୈଷ୍ଠ ପୂର୍ଣ୍ଣିମା (ଅଚ୍ୟୁତାନନ୍ଦଙ୍କ ଦେହ— ତ୍ୟାଗ ଦିବସ) ଦିନ ଅଚ୍ୟୁତାନନ୍ଦ ଦାସଙ୍କ ଭକ୍ତମାନଙ୍କର ଗୋଟିଏ ମେଳା ବା ଉଚ୍ଛବ ହୁଏ — Name of a banyan tree near the Math of village Lemāla where devotees of Achyutānand a congregate on the full moon day of the month of j̄yaistha