ଲେଭଡ଼ ମୁଖା Lebhaṟḍ̠a mukhā
- ଦେ. ବିଣ. ପୁଂ. — (ଅନାଦରାର୍ଥକ) ଦାନ୍ତ ନ ଘଷି ଥିବାରୁ ଯାହାର ଦାନ୍ତଯାକରେ ଛତିଆ ବସିଥାଏ — Having the mouth or teeth full of tartar
- ଦେ. ବିଣ. ପୁଂ. — ଅଘଷା ପାଟିଆ — Not having the face and mouth washed
- ଦେ. ବିଣ. ପୁଂ. — ନିର୍ଲ୍ଲଜ୍ଜ ମୁହାଁ — Having a shameless face; brazen-face
- ଦେ. ବିଣ. ପୁଂ. — ଲେଫଡ଼ା—ମୁହାଁ (ଦେଖ) — Lephaṟḍ̠ā muhāñ (See)