ଲେଫଡ଼ାଇବା Lephaṟḍ̠āibā
- ଦେ. କ୍ରି (ତୁଳ. ଇଂ. ଲାଫ୍ଟର୍) — (ଦାନ୍ତ ଓ ମୁହଁ ଶବ୍ଦ ପରେ ଏ ଅର୍ଥରେ ବ୍ଯବହୃତ ହୁଏ)
- ଦେ. କ୍ରି (ତୁଳ. ଇଂ. ଲାଫ୍ଟର୍) — ଓଠକୁ ଫାଡ଼ିଦେଇ ଦାନ୍ତକୁ ଦେଖାଇ ହସିବା — To grin; to laugh by exhibiting the teeth and opening the lips
- ଦେ. କ୍ରି (ତୁଳ. ଇଂ. ଲାଫ୍ଟର୍) — ମୁହଁକୁ ନିକୁଟିବା ବା ବିକୃତ କରିବା — To make faces
- ଦେ. କ୍ରି (ତୁଳ. ଇଂ. ଲାଫ୍ଟର୍) — [ଦ୍ର—ଦାନ୍ତ ଓ ମୁହଁ ଦୁଇ ପ୍ରକାର ଲେଫଡ଼ି ହୁଏ — 1 କାନ୍ଦିଲେ;2 ହସିଲେ ଉଭୟ କ୍ରିୟାରେ ଓଠ ଚଉଡ଼ା ହୋଇ ମେଲାହୁଏ ଓ ଦାନ୍ତମାନ ଦେଖାଯାଇ ମୁହଁ ବିକୃତ ଦେଖାଯାଏ ଦାନ୍ତୁରାମାନଙ୍କର ଦାନ୍ତ ସବୁବେଳେ ପଦାକୁ ବାହାରି ଥିବାରୁ ତାଙ୍କ ମୁହଁ ଲେଫଡ଼ି ହୋଇଯାଇଥାଏ ଏଥିପାଇଁ କଥାରେ କହନ୍ତି ଦାନ୍ତୁରାର କାନ୍ଦିବା ହସିବା ସମାନ]