ଲେଫ୍ଟେନେଣ୍ଟ୍ Leph-ṭeneṇṭ
- ବୈଦେ. ବି. (ଇଂ. ଲେଫ୍ଟେନାଣ୍ଟ୍) — ଉଚ୍ଚ— କର୍ମଚାରୀଙ୍କ ଅନୁପସ୍ଥିତିରେ କାର୍ଯ୍ୟ ଚଳାଇବା ପାଇଁ ନିଯୁକ୍ତ ବ୍ୟକ୍ତି — A lieutenant
- ବୈଦେ. ବି. (ଇଂ. ଲେଫ୍ଟେନାଣ୍ଟ୍) — ଇଂରାଜ ସୈନ୍ୟଙ୍କର ଦଳପତିବିଶେଷ (ଏମାନେ କାପ୍ତାନ୍ — Captainଙ୍କ ନିମ୍ନରେ)— . A title of officers below Captains in the English army
- ବୈଦେ. ବି. (ଇଂ. ଲେଫ୍ଟେନାଣ୍ଟ୍) — [ଦ୍ର—ନୌ ସେନା, ବାୟୁଯାନ ସେନା ଓ ସ୍ଥଳ ସେନାଙ୍କ ମଧ୍ୟରେ ଲେଫ୍ଟେନେଣ୍ଟ ଅଛନ୍ତି। ଏହି ଶବ୍ଦ ସଙ୍ଗେ ବ୍ଯବହୃତ ଲେଫ୍ଟେନାଣ୍ଟ କର୍ନଲ୍ — (Lieutenant colonel)ମଧ୍ୟ ଆମ ଭାଷାରେ ଚଳିଅଛି]