ଲେଫ୍ଟେନେଣ୍ଟ୍ ଗଭର୍ଣ୍ଣର୍ Leph-ṭeneṇṭ gabharṇṇar

  • ବୈଦେ. ବି (ଇଂ.) — ପ୍ରାଦେଶିକ ଶାସନକର୍ତ୍ତା; ଶାସନ— କର୍ତ୍ତାଙ୍କ ପ୍ରତିନିଧି — Lieutenant Governor
  • ବୈଦେ. ବି (ଇଂ.) — [ଦ୍ର—ପୂର୍ବେ ବ୍ରିଟିସ୍ ଭାରତରେ ବଡ଼ ବଡ଼ ପ୍ରଦେଶର ଶାସକଙ୍କୁ ଗଭର୍ଣ୍ଣର ଓ ଛୋଟ ପ୍ରଦେଶର ଶାସକଙ୍କୁ ଲେଫ୍ଟେନାଣ୍ଟ ଗଭର୍ଣ୍ଣର୍ ବୋଲା ଯାଉଥିଲା। ଏବେ ବ୍ରିଟିସ୍ ଭାରତର ସବୁ ପ୍ରଦେଶର ଶାସନକର୍ତ୍ତାଙ୍କୁ ଗଭର୍ଣ୍ଣର୍ ବୋଲା ଯାଉଅଛି।]