ଲେପ୍ୟସ୍ତ୍ରୀ Lepyastrī
- ସଂ. ବି. ସ୍ତ୍ରୀ — (ଲେପ=ଲେପନଦ୍ୱାରା ସୁବାସିତଶରୀରା ସ୍ତ୍ରୀ, ମ. ପ. ଲୋ)— ଯେଉଁ ସ୍ତ୍ରୀର ଦେହ ଚନ୍ଦନାଦି ଲେପନଦ୍ୱାରା ସୁବାସିତ — A woman whose body is made fragrant with ointments and pastes
- ସଂ. ବି. ସ୍ତ୍ରୀ — ଛାଞ୍ଚରେ ଢଳା ହୋଇଥିବା ସ୍ତ୍ରୀ ମୂର୍ତ୍ତି — A moulded figure of a woman (M. W.)
- ସଂ. ବି. ସ୍ତ୍ରୀ — ସ୍ତ୍ରୀ ମୂର୍ତ୍ତି — An image of a woman