ଲେପଟେଇବା Lepaṭeibā

  • ଦେ. କ୍ରି (ସଂ. ଲିପ୍ତ) — (ଜୀବ ଆଦି) ଭୂମିରେ ସଂଲଗ୍ନ ହେବା; ଆପଣା ଦେହକୁ ଭୂମିକୁ ସଂଲଗ୍ନ କରି ଅବସ୍ଥାନ କରିବା ବା ଗତି କରିବା — To crouch on the ground (said of an animal bringing its body close to the ground)
  • ଦେ. କ୍ରି (ସଂ. ଲିପ୍ତ) — [ଦ୍ର—ବାଘ ଓ ବିରାଡ଼ି ଶିକାରକୁ ଛକିଲାବେଳେ ଲେପଟାଇ ପଡ଼ନ୍ତି ଓ ଲେପଟାଇ କରି ଗତି କରନ୍ତି; ମନୁଷ୍ୟ ଲୁଚିବା ପାଇଁ ଲେପଟାଇ ପଡ଼େ। ଏପରି ହେଲେ ହଠାତ୍ ତାକୁ ଅନ୍ଯ ଲୋକ ବାରି ପାରେ ନାହିଁ।]