ଲେଥା ରାବ Lethā rāba

  • ପ୍ରାଦେ. (ସମ୍ବଲପୁର, ବଲାଙ୍ଗିର, ପଶ୍ଚିମ ଗଡ଼ଜାତ)—ବି — ଖୁଦ, ଖଟା, ହଳଦି, ମସଲା ମିଶାଯାଇ ସିଝା ଯାଇଥିବା ବାସି ତୋଡ଼ାଣି (ରାୱ) — Stale rice-water boiled into a gruel mixed with particles of rice, turmeric, sour thing and spices and stale rice-water boiled without mixing any such thing with it
  • ପ୍ରାଦେ. (ସମ୍ବଲପୁର, ବଲାଙ୍ଗିର, ପଶ୍ଚିମ ଗଡ଼ଜାତ)—ବି — [ଦ୍ର—ଗରୀବ ଲୋକେ ଏ ଦୁଇ ବସ୍ତୁକୁ ଭାତ ସଙ୍ଗେ ଖାଇ ତିଅଣର ଅଭାବ ଦୂର କରନ୍ତି।]