ଲେଣ୍ଟି Leṇṭi
- ଦେ. ବିଣ. ପୁଂ. ଓ ସ୍ତ୍ରୀ —(ଅନାଦରାର୍ଥକ) —(ସଂ. ନିକୃଷ୍ଟ) — ଅପକୃଷ୍ଟ — Inferior
- ଦେ. ବିଣ. ପୁଂ. ଓ ସ୍ତ୍ରୀ —(ଅନାଦରାର୍ଥକ) —(ସଂ. ନିକୃଷ୍ଟ) — ହେୟ ବା ନଗଣ୍ୟ — Insignificant
- ଦେ. ବିଣ. ପୁଂ. ଓ ସ୍ତ୍ରୀ —(ଅନାଦରାର୍ଥକ) —(ସଂ. ନିକୃଷ୍ଟ) — ଘୃଣ୍ୟ — Hateful; contemptible
- ଦେ. ବିଣ. ପୁଂ. ଓ ସ୍ତ୍ରୀ —(ଅନାଦରାର୍ଥକ) —(ସଂ. ନିକୃଷ୍ଟ) — ଅଯୋଗ୍ୟ — Unfit
- ଦେ. ବିଣ. ପୁଂ. ଓ ସ୍ତ୍ରୀ —(ଅନାଦରାର୍ଥକ) —(ସଂ. ନିକୃଷ୍ଟ) — (ଉ—ଲେଣ୍ଡୀ କୁକୁର= ନିକୃଷ୍ଟ ଓ ବୁଲା କୁତୀ — Pariah dog)
- ବି — ଅଯୋଗ୍ୟ ବ୍ଯକ୍ତି — 1. An unfit person
- ବି — (ଉ— ଏ ଲେଣ୍ଡୀ ଗୁଡ଼ାକ ମୋ ସାଙ୍ଗରେ ଶତ୍ରୁତା କରି ମୋର କିଛି କରି ପାରିବେ ନାହିଁ।)