ଲେଣି ଦେଣି Leṇī deṇi

  • ଦେ. ବି (ସହଚର) ସଂ. ନୟନ ଓ (ଦାନ) — ନେବା ଓ ଦେବା; ଦିଆ ନିଆ — Giving and taking
  • ଦେ. ବି (ସହଚର) ସଂ. ନୟନ ଓ (ଦାନ) — ବ୍ଯବସାୟଗତ ଅଦଳ ବଦଳ — Exchange; barter
  • ଦେ. ବି (ସହଚର) ସଂ. ନୟନ ଓ (ଦାନ) — ବାଣିଜ୍ୟ; ବ୍ଯବସାୟ; କାରବାର (ଯହିଁରେ ପଣ୍ୟ ଓ ଧନାଦିର ଆଦାନ ପ୍ରଦାନ ହୁଏ) — Business transaction; trade; mercantile transaction
  • ଦେ. ବି (ସହଚର) ସଂ. ନୟନ ଓ (ଦାନ) — ବିକ୍ରୀ ଖରିଦ — Sale and purchase of a property
  • ଦେ. ବି (ସହଚର) ସଂ. ନୟନ ଓ (ଦାନ) — ବିକ୍ରୀ ସମ୍ପତ୍ତି ପାଇଁ କ୍ରେତା ବିକ୍ରେତାଙ୍କ ମଧ୍ୟରେ ମୂଲ୍ୟର ଆଦାନପ୍ରଦାନ — Passing of consideration for a property sold
  • ଦେ. ବି (ସହଚର) ସଂ. ନୟନ ଓ (ଦାନ) — ପାଉଣା ଦେଏଣା; କୌଣସି ବ୍ଯକ୍ତିର ଅନ୍ୟଠାରୁ ପ୍ରାପ୍ୟ ବା ଅନ୍ୟକୁ ଦେୟ ଧନ ବା ବସ୍ତୁ — Dues or debts of a person; assets and liabilities of a person