ଲେଡିସୂଜ୍ Leḍi sūj

  • ବୈଦେ. ବି (ଇଂ. ଲେଡୀ ସୁ) — ସ୍ତ୍ରୀମାନଙ୍କ ବ୍ଯବହୃତ ଜୋତା — Shoes worn by women, lady shoes
  • ବୈଦେ. ବି (ଇଂ. ଲେଡୀ ସୁ) — [ଉ—ବୋହୂର ଗୋଡ଼ରେ ଲେଡ଼ି ଜୋତା ଏଡ଼ିର ଠକ୍ ଠକ୍ ଶବ୍ଦ ଶୁଣି ଚମକି ପଡ଼ି ଠିଆ ହୋଇଗଲେ। ଫକୀରମୋହନ, ଗଳ୍ପସ୍ୱଳ୍ପ।]