ଲେଟ୍ ହେବା Leṭ hebā
- ଦେ. ବି — 1 କାଳ ବିଳମ୍ବ ଘଟିବା — 1କାଳ ବିଳମ୍ବ ଘଟିବା—1. Being late in point of time.(ଯଥା—ମୁଁ ଆଜି କଚିରିକି ଆସୁ ଆସୁ ଲେଟ୍ ହୋଇଗଲା)
- ଦେ. କ୍ରି — (ବିଦ୍ୟାଳୟରେ ଛାତ୍ର) ବିଳମ୍ବରେ ଉପସ୍ଥିତ ହେବା — To be late in attending school (Said of a student)
- ଦେ. କ୍ରି — (ଘଣ୍ଟା) ଠିକ୍ ସମୟ ନ ରଖି ବିଳମ୍ବରେ ନିର୍ଦ୍ଦିଷ୍ଟ ସମୟ ଦେଖାଇବା — The state of a clock or watch being late
- ଦେ. କ୍ରି — ନିର୍ଦ୍ଦିଷ୍ଟ ସମୟରୁ ଏତେ ସମୟ ବିଳମ୍ବ କରିବା — To be late (by so much time.)
- ଦେ. କ୍ରି — (ଯଥା—ଆଜି ମୁଁ ପାଞ୍ଚମିନିଟ୍ ଲେଟ୍ ହେଲି; ଆଜି ମାନ୍ଦ୍ରାଜ ମେଲ୍ ଘଣ୍ଟାଏ ଲେଟ୍ ହେଲା।)