ଲେଟ୍ ଫିସ୍ Leṭ phis

  • ବୈଦେ.ବି (ଇଂ.) — ଡାକଘରେ ଚିଠି ଡେରିରେ ପକାଇ ତାହା ସେହି ଦିନର ଡାକରେ ପଠାଯିବା ପାଇଁ ପ୍ରେରକକୁ ଦେବାକୁ ପଡ଼ିବା ଅଧିକା ଖର୍ଚ୍ଚା ବା ଜରିମାନା — Late fees paid to the post. office for a letter posted late