ଲେଟର୍ସ୍ ଅଫ୍ ଏଡ୍ମିନିଷ୍ଟ୍ରେଶନ୍ Leṭār-s aph eḍ-minishṭreṡan

  • ବୈଦେ. ବି. (ଇଂ.) (କଚିରିଆ) — ଉଇଲ୍ ସଂପାଦନ କରି ମୃତ ହୋଇଥିବା ବ୍ଯକ୍ତିଙ୍କର ସମ୍ପତ୍ତିକୁ ବୁଝା ସୁଝା କରିବା ପାଇଁ ଜଜ ସାହେବଙ୍କ ଦସ୍ତଖତରେ କୌଣସି ବ୍ଯକ୍ତିଙ୍କୁ ଦିଆଯିବା ହୁକୁମନାମା — Letters of administration