ଲେଟର୍ ବାକସ Leṭar bākasa

  • ବୈଦେ. ବି. (ଇଂ. ଲେଟର ବକସ୍) — ଚାବି ପଡ଼ିଥିବା ଯେଉଁ ବାକ୍ସରେ ଡାକଘରକୁ ପଠାଯିବା ଚିଠିମାନ ଲୋକେ ପକାଇ ଦିଅନ୍ତି ଓ ଡାକ ବିଭାଗର କର୍ମଚାରୀମାନେ ନିର୍ଦ୍ଦିଷ୍ଟ ସମୟରେ ଆସି ଯେଉଁ ବାକ୍ସର ଚାବି ଫିଟାଇ କରି ତହିଁରେ ପଡ଼ିଥିବା ଚିଠିମାନ ସଂଗ୍ରହ କରିନିଅନ୍ତି — Postal letter-box
  • ବୈଦେ. ବି. (ଇଂ. ଲେଟର ବକସ୍) — ବଡ଼ଲୋକମାନଙ୍କ ଦାଣ୍ଡ ପାଖେ ଥିବା ଚାବି ପଡ଼ିଥିବା ଡାକବାକ୍ସ, ଯହିଁରେ ଗୃହସ୍ୱାମୀଙ୍କ ପାଇଁ ଅଭିପ୍ରେତ ଚିଠିମାନ ଲୋକେ ପକାଇ ଦିଅନ୍ତି ଓ ଗୃହସ୍ୱାମୀ ସୁବିଧାକ୍ରମେ ସେ ବାକ୍ସ ଫିଟାଇ ଚିଠିଗୁଡ଼ିକ ନିଅନ୍ତି — A letter- box attached to the outside of a rich person's house