ଲେଙ୍ଗଡ଼ା Leṅgaṟḍ̠ā

  • ସଂ. ବିଣ. ପୁଂ. (ସଂ. ଲଙ୍ଗ; ତୁଳ. ଫା. ଲଙ୍ଗ୍=ଖଞ୍ଜତା) — ଖଞ୍ଜ; ଛୋଟା — Lame
  • ବି — ଖଞ୍ଜ ବ୍ଯକ୍ତି — Lame person
  • ବି — ଏକପ୍ରକାର ବର୍ତ୍ତୁଳ ଆମ୍ବ (ଏହା ମାଲଦହ ଅଞ୍ଚଳରୁ ଏ ଦେଶକୁ ପାଚିବା ଅବସ୍ଥାରେ ଆମଦାନି ହୁଏ।) — Langra mango; an excellent species of ripe mangoes imported from Māldā in Bengal