ଲେଙ୍ଗଡ଼ାଇବା Leṅgaṟḍ̠āibā

  • ଦେ. କ୍ରି—(ସଂ. ଲଙ୍ଗ୍ ଧାତୁ) — ଛୋଟାଇବା; ଖଞ୍ଜ ଗତି କରିବା — To limp; to walk lamely
  • ଦେ. କ୍ରି—(ସଂ. ଲଙ୍ଗ୍ ଧାତୁ) — (ସଂ. ଲାଙ୍ଗୁଳ)— ଲାଙ୍ଗଡ଼ ପାଙ୍ଗଡ଼ ହେବା (ଦେଖ) — Lāṅgaṟḍa pāṅgaṟḍ̠a hebā (See)