ଲେଙ୍ଗଟିଆ Leṅgaṭiā

  • ଦେ. ବିଣ. ପୁଂ. — ଯେଉଁ ବ୍ଯକ୍ତି ଲେଙ୍ଗୁଟି ପିନ୍ଧିଥାଏ; କୌପୁନିଆ — Wearing strip for loin-cloth
  • ଦେ. ବି — ବାବାଜୀ; ବୈଷ୍ଣବ — An ascetic
  • ଦେ. ବି — (ଲକ୍ଷଣାର୍ଥ) ସମ୍ବଳହୀନ ଗୃହତ୍ୟାଗୀ ବ୍ଯକ୍ତି — A poor homeless person
  • ଦେ. ବି — ପରିବାରହୀନ ବ୍ଯକ୍ତି — A person having no family