ଲେଙ୍କେଡ଼ିଆ Leṅke ṟḍiā

  • ଦେ. ବି (ସଂ. ତରକ୍ଷୁ) — ଗଧିଆ; ହେଟାବାଘ; ବାଘେଟା — Hyena; wolf; the Indian wolf; Canis Pallipes; the striped Hyena; Hyana Striata
  • ଦେ. ବି (ସଂ. ତରକ୍ଷୁ) — [ଦ୍ର—ଏମାନେ ଦେଖିବାକୁ କୁକ୍କୁରଠାରୁ ବଡ଼; କିନ୍ତୁ ଦୀର୍ଘପୁଚ୍ଛ। ଏମାନଙ୍କର ବର୍ଣ୍ଣ ପାଣ୍ଡୁର ଓ ଏମାନଙ୍କ ଦେହରେ କ୍ଷୀଣ କଳା କଳା ପଟା ଦାଗମାନ ଥାଏ। ଏମାନେ ରାତ୍ରିଚର। ମେଣ୍ଢା, ଛେଳି ପ୍ରଭୃତି ଜୀବ ଏମାନଙ୍କ ଖାଦ୍ୟ। ଏମାନେ ମନୁଷ୍ୟକୁ ଆକ୍ରମଣ କରନ୍ତି ନାହିଁ; କିନ୍ତୁ ମଡ଼ାମାଂସ ଖାଆନ୍ତି।]