ଲେଖ୍ୟ ପତ୍ର Lekhya patra

  • ସଂ. ବି (କର୍ମଧା) — ଲିଖିତ ପତ୍ରାଦି — Letter
  • ସଂ. ବି (କର୍ମଧା) — ଦସ୍ତାବିଜ — Document
  • ସଂ. ବି (କର୍ମଧା) — ଲେଖାଯିବା ପାଇଁ ବ୍ଯବହୃତ ତାଳପତ୍ର — Palm leaves used to write on
  • ସଂ. ବି (କର୍ମଧା) — (ବହୁବ୍ରୀହି) ତାଳଗଛ (ବିଶ୍ୱକୋଷ) — Palm tree