ଲେଖିଥିବା Lekhithibā

  • ଦେ. କ୍ରି — ପୂର୍ବରୁ ନିର୍ଦ୍ଦିଷ୍ଟ କରିଥିବା — To have preordained
  • ଦେ. କ୍ରି — [ଉ—ଈଶ୍ୱର ଯାହା ହାତେ ତାହାର ମରଣ। ଲେଖିଥାଏ ତାହାର ତାହା ହୁଏ ଜାଣ—କୃଷ୍ଣସିଂହ. ମହାଭାରତ. ବନ।]
  • ଦେ. କ୍ରି — ପୂର୍ବରୁ ଲେଖିବା — To have written before