ଲେଖା ହେବା Lekhā hebā
- ଦେ. କ୍ରି—ଲେଖିବା କ୍ରିୟାର କର୍ମବାଚ୍ୟ ରୂପ) — (କୌଣସି ବ୍ଯକ୍ତିଦ୍ୱାରା) ଲିଖିତ ହେବା — To be written
- ଦେ. କ୍ରି—ଲେଖିବା କ୍ରିୟାର କର୍ମବାଚ୍ୟ ରୂପ) — ଶାସ୍ତ୍ରାଦିରେ ବିବୃତ ହେବା — To be described in books
- ଦେ. କ୍ରି—ଲେଖିବା କ୍ରିୟାର କର୍ମବାଚ୍ୟ ରୂପ) — (ଅମୁକରୂପେ) ପରିଗଣିତ ହେବା — To be counted as