ଲେଖା ଯୋଖା Lekhājokhā

  • ଦେ. ବି (ସହଚର) (ଲିଖ୍ ଧାତୁ ଓ ଯୁଜ୍ ଧାତୁ) — ହିସାବ ପତ୍ର — Accounts
  • ଦେ. ବି (ସହଚର) (ଲିଖ୍ ଧାତୁ ଓ ଯୁଜ୍ ଧାତୁ) — ଲେଖିବା ଓ ଗଣନା କରିବା — Writing and calculating
  • ଦେ. ବି (ସହଚର) (ଲିଖ୍ ଧାତୁ ଓ ଯୁଜ୍ ଧାତୁ) — ହିସାବ ପତ୍ର କରିବା — Making up of accounts
  • ଦେ. ବି (ସହଚର) (ଲିଖ୍ ଧାତୁ ଓ ଯୁଜ୍ ଧାତୁ) — ହିସାବ ମିଳାଇବା — Squaring up of accounts
  • ଦେ. ବି (ସହଚର) (ଲିଖ୍ ଧାତୁ ଓ ଯୁଜ୍ ଧାତୁ) — ଗଣନା — Calculation
  • ବିଣ — ଦୂର ସମ୍ପର୍କରେ ସଂପୃକ୍ତ — Distantly related
  • ବିଣ — [ଉ—ଆନୀ ଆଈ ଲେଖାଜୋଖାରେ ବିମଳା ଦେଈଙ୍କ ପିଉସୀ। ଫକୀରମୋହନ— ଗଳ୍ପସ୍ୱଳ୍ପ]