ଲେଖା ପଢ଼ି Lekhā parḍhi

  • ଦେ. ବି (ସହଚର) (ସଂ. ଲେଖା ଓ ପଠନ) — ଲେଖିବା ଓ ପଢ଼ିବା — Writing and reading
  • ଦେ. ବି (ସହଚର) (ସଂ. ଲେଖା ଓ ପଠନ) — ବିଦ୍ୟାକୁ ଶିକ୍ଷା; ବିଦ୍ୟାଚର୍ଚ୍ଚା; ପାଠପଢ଼ା — Learning; education; studies
  • ଦେ. ବି (ସହଚର) (ସଂ. ଲେଖା ଓ ପଠନ) — କୌଣସି ଦଲିଲ ଲେଖିବା ଓ ତାହା ପଢ଼ି କରି ଶୁଣାଇବା — Writing and reading out of a document
  • ଦେ. ବି (ସହଚର) (ସଂ. ଲେଖା ଓ ପଠନ) — ଲିଖିତ ଦଲିଲ ବା ପତ୍ର; ଦସ୍ତାବିଜ୍ — Document; written deed; record