ଲେଖା ଜବାବ୍ Lekhā jabāb

  • ଦେ. ବି (କଚିରିଆ) — ମକଦ୍ଦମାରେ ପ୍ରଥମ ପକ୍ଷର ଅରଜୀର ବା ଅଭିଯୋଗର ଉତ୍ତରରେ ଦାଖଲ କରାଯିବା ଲେଖା ବା ବର୍ଣ୍ଣନା ପତ୍ର — A written statement filed in reply to a plaint or charge