ଲେଖା କରିବା Lekhā karibā
- ଦେ. ବି (ଅନ୍ଯ ସମ୍ପର୍କବାଚକ ଶବ୍ଦ ପରେ ଯୁକ୍ତ, ଯଥା—ଭାଇ ଲେଖା କରିବା, ପୁଅ ଲେଖା କରିବା — କୌଣସି ବ୍ଯକ୍ତି ସଙ୍ଗେ ନିଜର ରକ୍ତ ସମ୍ପର୍କୀୟ ବ୍ଯକ୍ତି ପରି ବ୍ଯବହାର କରିବା; ଅମୁକରୂପେ ଗଣନ କରିବା; ଅମୁକ ପରି ବ୍ଯବହାର କରିବା — To treat or look upon a person as one's blood-relation
- ଦେ. ବି (ଅନ୍ଯ ସମ୍ପର୍କବାଚକ ଶବ୍ଦ ପରେ ଯୁକ୍ତ, ଯଥା—ଭାଇ ଲେଖା କରିବା, ପୁଅ ଲେଖା କରିବା — [ଉ—ଗୁରୁ ଦେବ ଶିଷ୍ୟମାନଙ୍କୁ ପୁଅ ଲେଖା କରନ୍ତି।]